ଥର୍ମାମିଟର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଥର୍ମୋମେଟର୍) ସମ୍ପାଦନା

ଉଷ୍ଣତାମାନଯନ୍ତ୍ର ତାପନିର୍ଣ୍ଣାୟକ ଯନ୍ତ୍ର; ତାପମାନ ଯନ୍ତ୍ର) —Thermometer.

[ଦ୍ରଷ୍ଟବ୍ୟ —ଗୋଟିଏ କାଚର ଫମ୍ପା ଗୋଳାର ମୁଣ୍ଡରେ ଗୋଟିଏ ଲମ୍ୱ ନଳ ଲାଗିଥାଏ ଗୋଳାମଧ୍ୟରେ ପାରଦ ଭର୍ତ୍ତି କରାଯାଏ ଓ ନଳର କେତେକ ଅଂଶ ଖାଲିଥାଏ ଖାଲିଥିବା ନଳର ଅଂଶକୁ ବାୟୁଶୁନ୍ୟ କରାଯାଏ ଉକ୍ତ ଯନ୍ତ୍ରକୁ ମନୁଷ୍ୟ ଦେହରେ ବା ପାଣିରେ ବା ଅନ୍ୟବସ୍ତୁରେ ଲଗାଇଲେ ଦେହର ବା ପାଣିଆଦିର ଉଷ୍ଣତା ବା ଶୀତଳତା ଅନୁସାରେ ଗୋଳାମଧ୍ୟରେ ଥିବା ପାରଦର ଆକାର ବଢ଼େ ବା କମିଯାଏ ବଢ଼ିଗଲେ ପାରଦ ନଳରେ କିଛି ଉଚ୍ଚତା ପର୍ଯନ୍ତ ଉଠିଆସେ ଓ କମିଗଲେ ପାରଦ ନଳରେ କିଛିଦୂର ତଳକୁ ଖସିଆସେ ଫୁଟନ୍ତା ପାଣିରେ ଉକ୍ତ ଯନ୍ତ୍ରକୁ ରଖିଲେ ନଳରେ ପାରା ଯେଉଁ ସୀମାପର୍ଯ୍ୟନ୍ତ ଉଠେ ତାହାକୁ ୧୨: ଡ଼ିଗ୍ରି ଧରାଯାଇ କାଚନଳର ସେହି ସୀମାରେ ୧୨: ଚିହ୍ନ ଦିଆଯାଏ ବରଫ ପାଣିରେ ରଖିଲେ ପାରା ଯେଉଁ ସୀମା ପର୍ଯ୍ୟନ୍ତ ଖସେ ତାକୁ (ଶୁନ) ଡିଗ୍ରୀ ବୋଲି ଚିହ୍ନିତ କରାଯାଏ ଶୁନ୍— ଠାରୁ ୧୨: ଡିଗ୍ରି ପର୍ଯ୍ୟନ୍ତ ସ୍ଥାନକୁ ୧୨: ସମାନ ଭାଗରେ ଚିହ୍ନିତ କରାଯାଏ; କୌଣସି ଗରମ କିମ୍ୱା ଥଣ୍ଡା ପଦାର୍ଥରେ ଏ ଯନ୍ତ୍ରକୁ ଲଗାଇଲେ ପାରା ଯେଉଁ ରେଖାପର୍ଯ୍ୟନ୍ତ ଉଠିବାର ବା ଖସିବାର ଦେଖାଯାଏ ଉକ୍ତ ବସ୍ତୁର ସେତେ ଡ଼ିଗ୍ରି ଉତ୍ତାପ ବୋଲି ଧରାଯାଏ]