ଥରେ ଥରେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

ବେଳେ ବେଳେ; କେବେ କେବେ — ୧. Some times; at times.


ଅନୁବାଦ ସମ୍ପାଦନା

ମଦନେ ଥରେ ହୃଦ ପଥରେ ଶୁଆନ୍ତି ଥରେ ଥରେ ଭଞ୍ଜ, ପ୍ରେମସୁଧାନିଧି

୨. ଥରକୁ ଥର; ବାରଂବାର — ୨. Time after time; repeatedly.