ଥରେ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି.ବିଶେଷଣ -

ସମ୍ପାଦନା
୧. ଏକ ସମୟରେ — ୧. Once upon a time.
୨. ଏକବାର —୨. Once.

କହିବ ଥରେ ପ୍ରାଣ ନାଥରେ ମରେ ନବନବୀନା ଗୋଲକ ଇନ୍ଦୁରେଖା

୩. ଏକ ଥର ମାତ୍ର —୩. Once only.

ନିରେଖି ଉଚ୍ଚାରୁ ଥରେ ଆହା କବିସୂର୍ଯ୍ୟ, କିଶୋରୀଚମ୍ପୂ ଞ ଗୀତ

୪. ଏକ ଥର ସୁଦ୍ଧା —୪. Even once.