ଥରିବା
ଥରିବା
ଉଚ୍ଚାରଣ
ସମ୍ପାଦନା(ଥରାଇବା—ଅନ୍ୟରୂପ)
ଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ଅସ୍ଥିର; ଋଗ୍ଗେଦ ଓ ବାଜସନେୟୀ ସଂହିତାରେ ଅଥର୍ଯ୍ୟୁ=କମ୍ପୁଥିବା ଓ ଅଥର୍ଯ୍ୟତି= ଥରୁଛି ଅର୍ଥରେ ବ୍ୟବହୃତ ହେବା ମନିଅର ଉଇଲିଅମ୍ସ ଲେଖି ଅଛନ୍ତି)
ସମ୍ପାଦନା- ୧. (ଭୟରେ) କମ୍ପିବା — ୧. To shiver; to tremble; to quake with fear.
ଏହା ଜାଣିଣ ଦୁର୍ଯ୍ୟୋଧନାଦି ଭୟରେ ଅହର୍ଜିଶ ଭାବ ଥରିଲେ ନିରନ୍ତରେ କୃଷ୍ଣସିଂହ, ମହାଭାରତ, ଆଦି
- ୨. ଉପର୍ଯ୍ୟୁପରି ହଲିବା —୨. To shake repeatedly.