ଥରା ବାତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଏକ ପ୍ରକାର ବାତ ରୋଗ; ଯହିଁରେ ରୋଗୀ ବାରମ୍ୱାର କମ୍ପେ —୧. A fit of severe shivering.

[ଦ୍ରଷ୍ଟବ୍ୟ —ଏହି ବାତ ହେଲେ ରୋଗୀର ଦେହ ସର୍ବଦା କମ୍ପୁଥାଏ]

୨. ଭୟଜନିତ ମୁହୁର୍ମୂହୁଃ କମ୍ପନ — ୨. Violent trepidation due to fear.