ଥରାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଥରିବା କ୍ରିୟାର ଣିଜନ୍ତ ରୂପ — ୧. The causative form of 'Tharibā'.
୨. କମ୍ପାଇବା; କମ୍ପିତ କରାଇବା — ୨. To shake; to cause to tremble.

ପଳାଇଲେ ଭୟେ ଥରାଇ ତାଙ୍କ ଗାତ୍ର କୃଷ୍ଣସିଂହ, ମହାଭାରତ ବନ