ଥରହର

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ - (ଥର ଶବ୍ଦ ସଙ୍ଗେ ଧ୍ୱନ୍ୟନୁକାରୀ ହର ଶବ୍ଦ ଯୋଗ)

ସମ୍ପାଦନା

ଥରଥର (ଦେଖ) - —Tharathara (See)

ତାହା ଦେଖିଣ ଇନ୍ଦ୍ର ହୋଇ ଥରହର ମନେ କଲେ ମୋ ପ୍ରାଣ ନେବ ସେ ଅସୁର କୃଷ୍ଣସିଂହ, ମହାଭାରତ, ଶାନ୍ତି

[ଦ୍ରଷ୍ଟବ୍ୟ —ଥରଥର ଓ ଥରହର ଏକାର୍ଥବୋଧକ ମାତ୍ର ଭୟର ଆତିଶଯ୍ୟ ବୁଝାଇଲେ ଥରହର ଶବ୍ଦର ପ୍ରୟୋଗ କରାଯାଏ]