ଥରଥରୁଆ
ଥରଥରୁଆ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ଥରଥରେଈ—ସ୍ତ୍ରୀ)
ଅନୁବାଦ ସମ୍ପାଦନା
ଥରଥରୁଆ
|
ଦେଶଜ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା
- ୧. ଯେ ସାମାନ୍ୟ ଭୟର କାରଣ ଉପସ୍ଥିତ ହେଲେ ଥରେ; ଥରୁଆ; ଭୟାଳୁ — ୧. Given to trembling at slight causes; timid.
- ୨. ଭୟରେ ଅସ୍ଥିର —୨. Shaking through fear; trembling.
- ୩. ଅଥରପା; ଅସ୍ଥିରତା —୩. Tottering.
ବିଶେଷ୍ୟ - ସମ୍ପାଦନା
କମ୍ପକମ୍ପା; ଏକ ପ୍ରକାର ବୁଢ଼ିଆଣୀ — A kind of slender and long-legged insect (which is seen trembling) Pholcus Phalangioidos.