ଥରଥରିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଥରଥରେଈ—ସ୍ତ୍ରୀ) 

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

୧. ଯେ ସାମାନ୍ୟ ଭୟର କାରଣ ଉପସ୍ଥିତ ହେଲେ ଥରେ; ଥରୁଆ; ଭୟାଳୁ — ୧. Given to trembling at slight causes; timid.
୨. ଭୟରେ ଅସ୍ଥିର —୨. Shaking through fear; trembling.
୩. ଅଥରପା; ଅସ୍ଥିରତା —୩. Tottering.

ବିଶେଷ୍ୟ - ସମ୍ପାଦନା

କମ୍ପକମ୍ପା; ଏକ ପ୍ରକାର ବୁଢ଼ିଆଣୀ — A kind of slender and long-legged insect (which is seen trembling) Pholcus Phalangioidos.