ଥର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅସ୍ଥିର) ସମ୍ପାଦନା

୧. କମ୍ପ — ୧. Trembling; shiver; trepidation.

ବହଇ ଯେ ଥର ଭୟେ ହୃଦୟ ପଥର ଭଞ୍ଜ, ବୈଦେହୀଶବିଳାସ

୨. (ସଂସ୍କୃତ - ସ୍ତର) ବାଗ —୨. Times.

ସପତଟି ମୋରରେ ସହ ଏହି ଥରରେ କବିସୂର୍ଯ୍ୟ, କିଶୋରୀଚମ୍ପୁ ସ ଗୀତ