ଥମ୍ ଖାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ସ୍ତନଭ୍ ଧାତୁ) ସମ୍ପାଦନା

୧. ହଠାତ୍ ସ୍ଥିର ହେବା; ହଠାତ୍ ଥମିଯିବା — ୧. To come to a sudden stand- still; to stop at once.
୨. ବିସ୍ମୟାନ୍ୱିତ ହେବା —୨. To be taken aback.