ଥମ୍ୱ
ଖମ୍ୱ; ଖୁଣ୍ଟ — Post; pillar; column.
ଅଚଳ — ୨. Motionless.
ଥମ୍ୱ ପ୍ରତିମା ପ୍ରାୟେକ ବେନି ବାମା ନ ପାରନ୍ତି କଥା କହି ପ୍ରତାପ, ଶଶିସେଣା