ଥଫ ଥଫ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଥପ—ଅନ୍ୟରୂପ)

ଦେଶଜ - (ଧ୍ୱନ୍ୟନୁକରଣ) ଅ. (ସଂସ୍କୃତ - ସ୍ଥା ଧାତୁ ଣିଜନ୍ତ ସ୍ଥାପି ଧାତୁଜ) ସମ୍ପାଦନା

ଟପ ଟପ; ତରଳ ବସ୍ତୁ ଟୋପା ଟୋପା ହୋଇ ପଡ଼ିବାର ଶବ୍ଦ; ବିନ୍ଦୁ ବିନ୍ଦୁ ତଳେ ପଡ଼ିବା ଶବ୍ଦାନୁକରୁଣ —Sound of liquids falling in drops.

କ୍ରି. ବିଣେ ସମ୍ପାଦନା

ଟୋପା ଟୋପା ହୋଇ; ବିନ୍ଦୁ ବିନ୍ଦୁ ହୋଇ — Drop by drop; in dribles.

ଦ୍ୱିଧା ହୋଇ ମୁଣ୍ଡ, ଭଗ୍ନ ଦଧିଭାଣ୍ଡ ଯଥା ପଡ଼ିଲା ମସ୍ତିଷ୍କ ତଳେ ଥପ ଥପ ହୋଇ ରାଧାନାଥ, ମହାଯାତ୍ରା