ଥପ ଥପ
ଥପ ଥପ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ଥପ—ଅନ୍ୟରୂପ)
ଦେଶଜ - (ଧ୍ୱନ୍ୟନୁକରଣ) ଅ. (ସଂସ୍କୃତ - ସ୍ଥା ଧାତୁ ଣିଜନ୍ତ ସ୍ଥାପି ଧାତୁଜ)
ସମ୍ପାଦନାଟପ ଟପ; ତରଳ ବସ୍ତୁ ଟୋପା ଟୋପା ହୋଇ ପଡ଼ିବାର ଶବ୍ଦ; ବିନ୍ଦୁ ବିନ୍ଦୁ ତଳେ ପଡ଼ିବା ଶବ୍ଦାନୁକରୁଣ —Sound of liquids falling in drops.
କ୍ରି. ବିଣେ
ସମ୍ପାଦନାଟୋପା ଟୋପା ହୋଇ; ବିନ୍ଦୁ ବିନ୍ଦୁ ହୋଇ — Drop by drop; in dribles.
ଦ୍ୱିଧା ହୋଇ ମୁଣ୍ଡ, ଭଗ୍ନ ଦଧିଭାଣ୍ଡ ଯଥା ପଡ଼ିଲା ମସ୍ତିଷ୍କ ତଳେ ଥପ ଥପ ହୋଇ ରାଧାନାଥ, ମହାଯାତ୍ରା