ଥପାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ସ୍ଥାପି ଧାତୁ) ସମ୍ପାଦନା

୧. ଥାପିବା; ସ୍ଥାପନ କରିବା —To set.
୨. ଲାଖିଲା ପରି କରିବା; ଲଖାଇବା — ୨. To cause a thing to stick.