ଥନ ଭାଙ୍ଗି କ୍ଷୀରଦେବା
ଥନ ଭାଙ୍ଗି କ୍ଷୀରଦେବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଥନ ଭାଙ୍ଗି କ୍ଷୀରଦେବା
|
(ଥନ ଭାଙ୍ଗିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
ସମ୍ପାଦନାଆପଣାର ସ୍ତନରୁ ଶିଶୁକୁ ସ୍ତନ୍ୟପାନ କରାଇବା —To suckle a child at one's breast.
କୋଇଲି ଲୋ ଥନଭାଙ୍ଗି କ୍ଷୀରପାନ ଦେଲି କେଶବ କୋଇଲି