ଥନ୍ଥଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ତୁନ୍ଦିଳ ବା ସ୍ଥୂଳ) ସମ୍ପାଦନା

ପୃଥୁଳ; ସ୍ଥୂଳ — Fat; corpulent.

[ଦ୍ରଷ୍ଟବ୍ୟ —ଏହା କେବଳ ପେଟର ବିଶେଷଣରୂପେ ବ୍ୟବହୃତ ହୁଏ]