ଥନ୍ଥଡ଼ା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଦନ୍ତୁର)

ସମ୍ପାଦନା

ମୁନ ବା ଦାଢ଼ ଖରାପ ହୋଇ ଯାଇଥିବା (ଅସ୍ତ୍ରାଦି); ଦନ୍ଥରା; ମୁଣ୍ଡା —Blunt; dull-edged.