ଥନ୍ତରାଇବା
(ଥନ୍ତଡ଼ାଇବା—ଅନ୍ୟରୂପ)
ଅସ୍ତ୍ରାଦିର ଦାଢ଼କୁ ଛେଚଡ଼ା କରିବା — To blunt the edge of a sharp instrument by beating or staving.