ଥନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ତନ; ତୁଳ. ପ୍ରା. ଥଣ) ସମ୍ପାଦନା

୧. ଦୁଧ; କୁଚ —୧. The female bosom or breast.
୨. ମାତୃସ୍ତନ —୨. A mother's breast; the mamma.
୩. ସ୍ତନ୍ୟ; ମାତୃ ସ୍ତନରେ ଥିବା ଦୁଧ — ୩. Milk from the mother's breast.

ଜୟ ପୁତନାଥନ ପରାଣଖିଆ ପ୍ରାଚୀ, ରହସ୍ୟମଞ୍ଜରୀ