ଥଣ୍ଡ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ସ୍ତବ୍ଧ; ପ୍ରା. ଟଡ୍ଡ) ସମ୍ପାଦନା

୧. ଶୀତଳ; ଥଣ୍ଡା — ୧. Cold.
୨. ଶୀତଳ କରାଯାଇଥିବା —୨. Cooled.
୩. ଶାନ୍ତ; ଶମିତ —୩. Appeased.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଶୀତଳତା —Coolness.