ଥଣ୍ଡା ଲାଗିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଶୀତଳ ବୋଧ ହେବା — ୧. Feeling of a cool sensation.
୨. ଶରଦି ଧରିବା —୨. Catching of cold; being effected by chill.
୩. ଦେହରେ କାକର ବା ଥଣ୍ଡା ପବନ ଲାଗିବା — ୩. Being affected by cold air or dew.

କ୍ରିୟାପଦ - ସମ୍ପାଦନା

ହାତକୁ ବା ସ୍ପର୍ଶକୁ କାକରିଆ ଲାଗିବା — To appear cold to one's touch.