ଥଣ୍ଡା ଲାଗିବା
ଥଣ୍ଡା ଲାଗିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଥଣ୍ଡା ଲାଗିବା
|
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଶୀତଳ ବୋଧ ହେବା — ୧. Feeling of a cool sensation.
- ୨. ଶରଦି ଧରିବା —୨. Catching of cold; being effected by chill.
- ୩. ଦେହରେ କାକର ବା ଥଣ୍ଡା ପବନ ଲାଗିବା — ୩. Being affected by cold air or dew.
କ୍ରିୟାପଦ -
ସମ୍ପାଦନାହାତକୁ ବା ସ୍ପର୍ଶକୁ କାକରିଆ ଲାଗିବା — To appear cold to one's touch.