ଥଣ୍ଡା ବେଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଦିବସର ଯେଉଁ ସମୟରେ ସୂର୍ଯ୍ୟକିରଣର ପ୍ରଖରତା ନ ଥାଏ (ସନ୍ଧ୍ୟା, ସକାଳ ଓ ରାତି) — ୧. Cool time of the day (viz. morning, evening and night); cool hours of the day.
୨. ଦିବସର ଯେଉଁ ସମୟରେ ଶୀତ ଅନୁଭୂତ ହୁଏ — ୨. Time of the day when it is cold or when one may catch cold.