ଥଣ୍ଡା ବେଳ
ଥଣ୍ଡା ବେଳ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଥଣ୍ଡା ବେଳ
|
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଦିବସର ଯେଉଁ ସମୟରେ ସୂର୍ଯ୍ୟକିରଣର ପ୍ରଖରତା ନ ଥାଏ (ସନ୍ଧ୍ୟା, ସକାଳ ଓ ରାତି) — ୧. Cool time of the day (viz. morning, evening and night); cool hours of the day.
- ୨. ଦିବସର ଯେଉଁ ସମୟରେ ଶୀତ ଅନୁଭୂତ ହୁଏ — ୨. Time of the day when it is cold or when one may catch cold.