ଥଣ୍ଡାଏ ଥଣ୍ଡାଏ ଯିବା

ଥଣ୍ଡାଏ ଥଣ୍ଡାଏ ଯିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

ସକାଳେ ଓ ସନ୍ଧ୍ୟାବେଳେ ବାଟ ଚାଲିବା —To travel during the cool hours of the day (morning, evening, and night).

[ଦ୍ରଷ୍ଟବ୍ୟ —ଏହି ସମୟରେ ସୂର୍ଯ୍ୟ କିରଣର ତାପ ସହିବାକୁ ହୁଏ ନାହିଁ, ଏଥିପାଇଁ ଏ ସମୟକୁ ଶୀତଳ ବା ଥଣ୍ଡା ସମୟ ବୋଲାଯାଏ]