ଥଣ୍ଟ ମାରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

କୌଣସି ଫଳ ଆଦିକୁ ଚଞ୍ଚୁଦ୍ୱାରା ଆଘାତ କରିବା; ଖୁମ୍ପିବା —To peck at a thing with the beak.



ଥଣ୍ଟ ମାରିବା

ଓଡ଼ିଆ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

(ପକ୍ଷୀ) ଥଣ୍ଟଦ୍ୱାରା ପଦାର୍ଥକୁ ଖୁମ୍ପିବା ବା ସ୍ପର୍ଶ କରିବା