ଥଣ୍ଟିଆ କିମ୍ଭୀର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଲମ୍ୱଥଣ୍ଟବିଶିଷ୍ଟ କୁମ୍ଭୀର — The gavial of the Ganges; (having a long pair of snouts and webfooted); Gavialis Gangesticus.

ନୂଆ ବୋହୁଟି ନଈକି ଗାଧୋଇ ଯିବୁ ନାହିଁଟି, ଥଣ୍ଟିଆ କିମ୍ଭୀର ଜଗିବସିତି, ଟାକୁକିନି ଗିଳି ଦବଟି ଶିଶୁଗୀତ

[ଦ୍ରଷ୍ଟବ୍ୟ —ଏମାନଙ୍କର ଥଣ୍ଟ ବା ପାଟିର ଦୁଇଫାଳ ଥଣ୍ଟପରି ଦନ୍ତଯୁକ୍ତ ଓ ହାତେ ଦେଢ଼ ହାତ ଲମ୍ୱ ଏମାନେ ସାଧାରଣତଃ ମାଛ ଖାଇ ବଞ୍ଚନ୍ତି ଓ ଲମ୍ୱରେ ୧୧୫: ହାତଯାଏ ବଢ଼ନ୍ତି ଏମାନେ ମନୁଷ୍ୟ ପଶୁଆଦିଙ୍କୁ ଆକ୍ରମଣ କରିବାର ଦେଖା ନାହିଁ]