ଥଣ୍ଟିଆ କିମ୍ଭୀର
ଥଣ୍ଟିଆ କିମ୍ଭୀର
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଥଣ୍ଟିଆ କିମ୍ଭୀର
|
ଦେଶଜ - ବିଶେଷ୍ୟ -
ସମ୍ପାଦନାଲମ୍ୱଥଣ୍ଟବିଶିଷ୍ଟ କୁମ୍ଭୀର — The gavial of the Ganges; (having a long pair of snouts and webfooted); Gavialis Gangesticus.
ନୂଆ ବୋହୁଟି ନଈକି ଗାଧୋଇ ଯିବୁ ନାହିଁଟି, ଥଣ୍ଟିଆ କିମ୍ଭୀର ଜଗିବସିତି, ଟାକୁକିନି ଗିଳି ଦବଟି ଶିଶୁଗୀତ
[ଦ୍ରଷ୍ଟବ୍ୟ —ଏମାନଙ୍କର ଥଣ୍ଟ ବା ପାଟିର ଦୁଇଫାଳ ଥଣ୍ଟପରି ଦନ୍ତଯୁକ୍ତ ଓ ହାତେ ଦେଢ଼ ହାତ ଲମ୍ୱ ଏମାନେ ସାଧାରଣତଃ ମାଛ ଖାଇ ବଞ୍ଚନ୍ତି ଓ ଲମ୍ୱରେ ୧୧୫: ହାତଯାଏ ବଢ଼ନ୍ତି ଏମାନେ ମନୁଷ୍ୟ ପଶୁଆଦିଙ୍କୁ ଆକ୍ରମଣ କରିବାର ଦେଖା ନାହିଁ]