ଥଣ୍ଟ
ଥଣ୍ଟ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା=== ଦେଶଜ - ବିଶେଷ୍ୟ - [ସଂସ୍କୃତ - ତ୍ରୋଟି, ତୁଣ୍ଡ (Beams)]—
ପକ୍ଷୀର ଚଞ୍ଚୁ — Beak of a bird.
ଥଣ୍ଟରେ ଟିକି ଟିକି କରିଣ ଖାଇଲେ କୃଷ୍ଣସିଂହ, ମହାଭାରତ ଆଦି
ବିଶେଷଣ -
ସମ୍ପାଦନାଏକାଥରକେ ଥଣ୍ଟଭିତରେ ଯେତେ ପରିମାଣ ପଦାର୍ଥ ସମ୍ଭେଇବ ସେହି ପରିମିତ —As much as can be contained within the beak of a bird.
(ଯଥା—ଧାନ ମୁନ୍ଦୁରାରୁ କୁଆ ଥଣ୍ଟେ ଘେନି ଗଲେ ସରିଯିବ ନାହିଁ)