ଥଟ୍ଟା କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଟଟ୍ଟରୀ) ସମ୍ପାଦନା

୧. ପରିହାସ କରିବା — ୧. To cut jokes; to jest.

ଲୁଚିବସି କାଳ କରେ ଯାକୁ ଥଟା ରାଧାନାଥ. ଦରବାର

୨. ବ୍ୟଙ୍ଗବିଦ୍ରୂପ କରିବା —୨. To satirise.