ଥଟ୍ଟା କରିବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଟଟ୍ଟରୀ)

ସମ୍ପାଦନା
୧. ପରିହାସ କରିବା — ୧. To cut jokes; to jest.

ଲୁଚିବସି କାଳ କରେ ଯାକୁ ଥଟା ରାଧାନାଥ. ଦରବାର

୨. ବ୍ୟଙ୍ଗବିଦ୍ରୂପ କରିବା —୨. To satirise.