ଥଟ୍ଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଟଟ୍ଟରୀ; ତୁଳ. ତା. ତିଟ୍ଟୁ=ଗାଳିଦେବା; ତୁଳ. ସଂସ୍କୃତ - ଅଟ୍ଟହାସ) ସମ୍ପାଦନା

୧. ଉପହାସ; ବ୍ୟଙ୍ଗ — ୧. Irony; satire; innuendo; redicule.
୨. ପରିହାସ —୨. Joke; jest.
୩. କୌତୁକ ବାକ୍ୟ —୩. Wit and humour; fun.
୪. ଟାପରା —୪. Practical joke.

ବିଶେଷଣ - ସମ୍ପାଦନା

ଥଟା ଖେଳିବାର ଉପଯୁକ୍ତ (ବ୍ୟକ୍ତି) — (a person) Fit to be joked with.