ଥଟିଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଥଟ୍ଟାପ୍ରିୟ —୧. Witty; given to jesting; fond of jests; jestive.
୨. ବ୍ୟଙ୍ଗପୂର୍ଣ୍ଣ —୨. Full of wit or satire.