ଥଟାରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଥଟାରୁଣୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାଳକର; କିମ୍ୱା ଧ୍ୱନ୍ୟର୍ଥକ) ସମ୍ପାଦନା

୧. କଂସାରି —୧. Brazier; brass- founder.
୨. ଯେଉଁ ବ୍ୟକ୍ତି ପିତଳ ଓ କଂସାର ବାସନ ଓ ଗହଣାଆଦି ତିଆରି କରେ —୨. One who manufactures bellmetal articles.

ଥଟାରି ଘର ପାରା, (ତାକୁ) କୁଲା ତମ ତମ ଡରା—ଢଗ