ଥକେଇ ଥକେଇ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ଅ.

ସମ୍ପାଦନା
୧. ରହି ରହି; ଧୀରେ ଧୀରେ; ଆସ୍ତେ ଆସ୍ତେ — ୧. Slowly; by degress.
୨. ମଝିରେ ମଝିରେ ବନ୍ଦ ହୋଇ — ୨. At intervals.

(ଯଥା—ଆଜି ଦିନଯାକ ଥକେଇ ଥକେଇ ବରଷା ହଉଛି)