ଥକେଇବା
ଥକେଇବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - କ୍ରି—(ସଂସ୍କୃତ - ସ୍ଥଗିତ୍; ଥକିବା କ୍ରିୟାର ଣିଜନ୍ତ ରୂପ) ସମ୍ପାଦନା
- ୧. ସ୍ଥଗିତ କରିବା — ୧. To stop.
ନିଜ ନୟନେ ଥକାଇ ନୀରକୁ କବିସୂର୍ଯ୍ୟ. ସଙ୍ଗୀତ
- ୨. ସ୍ତମ୍ଭିତ କରିବା —୨. To make dumb.
- ୩. ଶ୍ରାନ୍ତ କରାଇବା —୩. To tire.
- ୪. କଥା କହୁ କହୁ ମଝିରେ ମଝିରେ ତୁନି ହୋଇଯିବା — ୪. To stop or halt during a talk.