ଥକିବା
ଥକିବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ଥଗିବା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - କ୍ରି.—(ସ୍ଥଗ୍ ଧାତୁ=ସ୍ଥିର ହେବା; ପ୍ରା. ଥଗ୍ନ ଧାତୁ; ଥକ୍କ ଧାତୁ) ସମ୍ପାଦନା
- ୧. ଅଶକ୍ତ ହେବା — ୧. To be unable.
- ୨. ଥକାମରା ହେବା; ଶ୍ରାନ୍ତ ହେବା — ୨. To become tired or fatigued.
ତତେ ଚାରିଦିନ ହେଲା ବୁଝେଇ ବୁଝେଇ ଥକିଲିଣି ଫକୀରମୋହନ ଛମାଣ ଆଠଗୁଣ୍ଠ
- ୩. ସ୍ଥିର ହେବା —୩. To become motionless.
- ୪. ମାନ୍ଦା ବା ଢିଲା ପଡ଼ିବା —୪. To become slack.
- ୫. ସ୍ତମ୍ଭିତ ହେବା —୫. To be dumbfounded.
ପଡ଼ିଲା ସେ ରୂପେ ଚିତ୍ତବୃତ୍ତି ଥକି ରାଧାନାଥ, ଚିଲିକା