ଥକିତ
ଥକିତ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ଥଗିତ—ଅନ୍ୟରୁପ)
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷଣ - (ସଂସ୍କୃତ - ସ୍ଥଗିତ; ପ୍ରା. ଥକ୍କିଅ) ସମ୍ପାଦନା
- ୧. କ୍ଳାନ୍ତ; ଅବସନ୍ନ —୧. Tired; fagged; fatigued; worne.
- ୨. ଅବାକ୍; ସ୍ତମ୍ଭିତ; ସ୍ତବ୍ଧ — ୨. Dumbfounded; mute.
- ୩. ସ୍ଥିର —୩. Motionless.
ପବନ ହୋଇଲା ଥକିର, ଅଚଳ ଚଳ ବିପରୀତ ଭୂପତି. ପ୍ରେମପଞ୍ଚାମୃତ