ଥକାଇ ଥକାଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ. ସମ୍ପାଦନା

୧. ରହି ରହି; ଧୀରେ ଧୀରେ; ଆସ୍ତେ ଆସ୍ତେ — ୧. Slowly; by degress.
୨. ମଝିରେ ମଝିରେ ବନ୍ଦ ହୋଇ — ୨. At intervals.

(ଯଥା—ଆଜି ଦିନଯାକ ଥକେଇ ଥକେଇ ବରଷା ହଉଛି)