ଥକତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ସ୍ଥଗିତ) ସମ୍ପାଦନା

୧. ଅବସନ୍ନ; କ୍ଳାନ୍ତ; ଥକାମରା — ୧. Tired; weary.

(ଯଥା—ତାକୁ ଯାବତା କରି କରି ଥକ୍ତ ହୋଇ ଗଲିଣ)

ବିଶେଷ୍ୟ - ସମ୍ପାଦନା

କ୍ଳାନ୍ତି; ଶ୍ରାନ୍ତି —Weariness.

(ଯଥା—ଚାଲି ଚାଲି ମତେ ଥକତ୍ ଲାଗିଲାଣି)