ଥ
ଥ
ଉଚ୍ଚାରଣ
ସମ୍ପାଦନା(ଥଅ—ଅନ୍ୟରୂପ)
ସଂସ୍କୃତ -
ସମ୍ପାଦନାସପ୍ତଦଶ ବ୍ୟଞ୍ଜନ ବର୍ଣ୍ଣ; ତ ବର୍ଗର ଦ୍ୱୀତୀୟ ବର୍ଣ୍ଣ ଏଥିର ଉଚ୍ଚାରଣ ସ୍ଥାନ ଦନ୍ତ, ତେଣୁ ଏହା 'ଦନ୍ତ୍ୟ' ବର୍ଣ୍ଣ — The ୧୭th letter of the consonants corresponding to the sound of 'th' in path.
ବିଶେଷ୍ୟ - (ସ୍ଥା ଧାତୁ=ରହିବା+କର୍ତ୍ତୃ. ଅ)
ସମ୍ପାଦନା- ୧. ପର୍ବତ —୧. Mountain.
- ୨. (+ଭାବ. ଅ) ଭକ୍ଷଣ —୨. Eating.
- ୩. ଭୟତ୍ରାତା —୩. Deliverer from fear.
- ୪. ଭୟ ଚିହ୍ନ —୪. Sign of fear.
- ୫. ରଷଣ —୫. Protection.
- ୬. (+କରଣ. ଅ) ଭୟ —୬. Fear; terror.
- ୭. ମଙ୍ଗଳ —୭. Welfare.
ପ୍ରାଦେଶିକ - (ପୁରୀ)କ୍ରିୟାପଦ - (ପୁରୀ ଜିଲ୍ଲା ବ୍ରାହ୍ମଣଙ୍କ ବ୍ୟବହୃତ ମଧ୍ୟମ ପୁରୁଷ ଅନୁଜ୍ଞା ୧ବ)
ସମ୍ପାଦନା(ତୁମ୍ଭେ) ଥାଅ — (you) Do stay.