ତ:ପୁ:
ତ:ପୁ:
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ଅ. (ସାଙ୍କେତିକ ଚିହ୍ନ) (ସଂସ୍କୃତ - ତତ୍ ପୂର୍ବେ)
ସମ୍ପାଦନାଭଉଁରିଆରେ କୌଣସି କ୍ଷେତ୍ର ପୂର୍ବବର୍ତ୍ତୀ କ୍ଷେତ୍ରର ପୂର୍ବଦିଗରେ ଥିଲେ ଏହି ସାଙ୍କେତିକ ଚିହ୍ନ ଲେଖାଯାଏ —An abbreviation noted against a plot in the field-bookto denote its position as being to the east of the previous plot.