ତ(ଡ଼େ)ଇବା
ତ(ଡ଼େ)ଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାତ(ଡ଼େ)ଇବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ତଟ୍, ତ଼ଡ୍ ଧାତୁ=ଆଘାତ)
ସମ୍ପାଦନା- ୧. (ତ଼ଡ଼ିବାର ପ୍ରୟୋଜକ ରୂପେ) ଦୁର କରାଇବା —୧. To cause to be driven away or expelled.
- ୨. (ତାଡ଼ିବାର ଣିଜନ୍ତରୂପ) (ଗଛର ମୂଳକୁ)— ହଣାଇ ଖୋଳାଇ ସ୍ଥାନାନ୍ତରିତ କରାଇବା; ଉତ୍ପାଟିତ କରାଇବା —୨. To cause to be uprooted.
- ୩. (ମାଟି, ପଥରଆଦି ଖୋଳାଇ ବାହାର କରାଇବା — ୩. (mud, stone etc) To cause to be dug out.
- ୪. (ଭୁମିକୁ ହଳଦ୍ୱାରା) ଚଷାଇବା — ୪. To cause to be ploughed.
ଅନଙ୍ଗ ଲଙ୍ଗନେ ତଡ଼ାଇଲ ହେ—ପ୍ରାଚୀନ ସଙ୍ଗୀତ