ତ୍ୟାଜପତ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - .ବିଶେଷ୍ୟ - (ସଂସ୍କୃତ - ତ୍ୟାଗପତ୍ର)—(କଚିରିଆ ଭାଷା) ସମ୍ପାଦନା

୧. ଆପଣା ନିମନ୍ତେ ଆପଣାର ପୁତ୍ର ତ୍ୟକ୍ତ ସମ୍ପତ୍ତିରେ ଅଧୀକାରୀ ହେବନାହିଁ ବୋଲି ପିତା ଯେଉଁ ଦଲିଲ ଲେଖି ଦିଏ —୧. A deed disinheriting one's son.
୨. ତ୍ୟାଗପତ୍ର; ଛାଡ଼ପତ —୨. A deed of divorce.