ତ୍ରିଶିଖ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ତ୍ରିଶିଖା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ତ୍ରି+ଶିଖ) ସମ୍ପାଦନା

୧. ତ୍ରିଶୂଳ — ୧. A trident.
୨. କିରୀଟ —୨. A crown.
୩. ରାବଣର ପୁତ୍ରବିଶେଷ — ୩. Name of a son of Rābaṇa.
୪. ବେଲ ଗଛ — ୪. The Bel tree; Aegle Marmelos.

ବିଶେଷଣ - ପୁଂ. ଓ କ୍ଳୀ ସମ୍ପାଦନା

ତିନି ଶାଖାବିଶିଷ୍ଟ — Three forked.