ତୋଷକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ତୋଷିକା—ସ୍ତ୍ରୀ)
  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ଫୁ. (ତୁଷ୍. ଧାତୁ ଣିଚ୍; ତୋଷି. ଧାତୁ+ଅକ) ସମ୍ପାଦନା

ସୁଖଦ; ସନ୍ତୋଷପ୍ରଦ —Pleasing; that which gives pleasure or comfort; gratifying.

ବୈଦେଶିକ - ବିଶେଷ୍ୟ - (ତୁର୍କୀ ତୋଶକ୍=ଗଦି) ତୁଳ. ସଂସ୍କୃତ - ତୋଷକ) ସମ୍ପାଦନା

୧. କପାତୁଳା ବା ନଡ଼ିଆକତା ପୂରା ଯାଇଥିବା ପତଳା ଶେଯ; ରେଜେଇ —୧. Quilt; thin cotton mattress; mattress stuffed with cotton or coir,
୨. ଗଦ୍ଦି —୨. Cushion.