ତୋଳିଦେବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - କ୍ରିୟାପଦ -

ସମ୍ପାଦନା
୧. ତୋଳିବା (ଦେଖ) - Toḻibā (See)
୨. ପ୍ରତିଜ୍ଞା ସୂତ୍ରେ ଆବଦ୍ଧ ସ୍ୱରୂପ କୌଣସି ପଦାର୍ଥ ଅନ୍ୟର ହାତକୁ ଟେକି ଦେବା —୨. To hand over a thing to another as a promised gift.

ବାରି ତୋଳି ଦେଲେ ଶଙ୍ଖେ ଶଙ୍ଖେ ରତନ ଭଞ୍ଜ. ବୈଦେହୀଶବିଳାସ