ତୋମରଧର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ତୋମର+ଧୃ. ଧାତୁ=ଧାରଣ କରିବା+ କର୍ତ୍ତୃ. ଅ) ସମ୍ପାଦନା

୧. ଅଗ୍ନି ଦେବତା —୧. The God of fire.
୨. ଅଗ୍ନି —୨. Fire.

ସଂସ୍କୃତ - ବିଶେଷଣ - ସମ୍ପାଦନା

ତୋମରଧାରୀ; ଯେ ତୋମର ଅସ୍ତ୍ର ଧାରଣ କରିଥାଏ —Holding a javellin.