ତୋବ୍ୱା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ଅ (ଆରବୀ - ତୌବହ୍; ତଓବାହ୍ ମୁସଲମାନୀ ଭାଷା) (ମୁସଲମାନମାନଙ୍କ ଉଚ୍ଚାରିତ) ସମ୍ପାଦନା

ହା ବିଧେ ! ହାୟ ! ଛି ଛି ! ରାମ୍ ରାମ୍ ! —(an interjection of regret or repentance) God forbid ! Alas

[ଦ୍ରଷ୍ଟବ୍ୟ —କୌଣସି ନିଷିଦ୍ଧ କଥା ଶୁଣିଲେ, ଦେଖିଲେ ବା ଛୁଇଁଲେ ବା ନିଜର କୌଣସି ପାପ ବା ଅନ୍ୟାୟ ସ୍ମରଣ କଲେ ମୁସଲମାନ— ମାନେ ପ୍ରାୟଶ୍ଚିତ୍ତ ବା ଖେଦସୂଚକ ବା ଅନୁତାପସୂଚକ ଏହି ଅବ୍ୟୟ ଉଚ୍ଚାରଣ କରନ୍ତି