ତୋପ ଆବାଜ୍

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

(ତୋପଅଉଆଜ୍, ତୋପଅବାଜ, ତୋପଅବାଜ୍, —ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ତୁର୍କୀ ତୋପ୍+ଫାରାସୀ - ଅବାଜ୍)

ସମ୍ପାଦନା

ତୋପ ଫୁଟିବାର ଶବ୍ଦ; ଗୁଡ଼ୁମ୍ ଗୁଡ଼ୁମ୍ ଶବ୍ଦ — The booming of a cannon.