ତୋପ ଅବାଜ୍
ତୋପ ଅବାଜ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାତୋପ ଅବାଜ୍
|
(ତୋପଅଉଆଜ୍, ତୋପଅବାଜ, ତୋପଅବାଜ୍, —ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ତୁର୍କୀ ତୋପ୍+ଫାରାସୀ - ଅବାଜ୍)
ସମ୍ପାଦନାତୋପ ଫୁଟିବାର ଶବ୍ଦ; ଗୁଡ଼ୁମ୍ ଗୁଡ଼ୁମ୍ ଶବ୍ଦ — The booming of a cannon.