ତୋଡ଼କା

ଉଚ୍ଚାରଣ

ସମ୍ପାଦନା

ଗ୍ରାମ୍ୟ - ବିଶେଷ୍ୟ -

ସମ୍ପାଦନା
୧. କୌଣସି ଖାଦ୍ୟ ବସ୍ତୁ ଚୋରାଇ ଖାଇବା — ୧. Eating a thing by stealth.
୨. ସୋଡ଼କା; ହାପୁରା; ବେଶି ପରିମାଣରେ ଗଳାଧଃକରଣ କରିବା —୨. Gulping; swallowing.

ମାଗି ଆଣିଲା ତିଅଣ ତୋଡ଼କାଏ—ଢଗ

(ତୋଡ଼କୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ଫୁ.

ସମ୍ପାଦନା
୧. ଖାଦ୍ୟ ଚୋର; ଯେ ଚୋରି କରି ଖାଏ — ୧. One who eats a thing stealthly.
୨. ଯେ ବେଶି ପରିମାଣରେ ହାପୁରି କରି ଖାଏ — ୨. Habituated to gulping down food.

ସିଂଘାଣି ନାକା ଦହି ତୋଡ଼କା—ବ୍ୟଙ୍ଗ ବଚନ