ତୋଟାଳୀୟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ତୋଟାଳ (ଦେଖ) - Toṭāḻa (See)

ଦେଶଜ - ବିଶେଷଣ - ସମ୍ପାଦନା

ଯେ ତୋଟାକୁ ଜଗିଥାଏ —Watching an orchard.

ଦ୍ରବ୍ୟ ଥାଇ ଯାର କାର୍ଯ୍ୟକୁ ନ ଆସଇ ତୋଟାଳୀୟା ମାନବ ପରି ଜାଣ ସେହି କୃଷ୍ଣସିଂହ. ମହାଭାରତ. ବନ